34.1 C
Bhubaneswar
Thursday, April 25, 2024
Homeଓଡିଶାବାଇକ ଦୁର୍ଘଟଣା :୨ମୃତ

ବାଇକ ଦୁର୍ଘଟଣା :୨ମୃତ

ବ୍ରହ୍ମପୁର:ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନ ହେତୁ ଏଭଳି ଦୁର୍ଘଟଣା ଘଟୁଥିବା ଜଣାପଡିଛି । କେତେବେଳେ ଗାଡି ଚାଳକ କିଛି ନିଶାଦ୍ରବ୍ୟ ସେବନ କରି ନିଜ ଜୀବନ ହାରୁଛନ୍ତି ତ କେତେବେଳେ ଆଉ କାହାର ଜୀବନ ନେଉଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ବ୍ରହ୍ମପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି । ଏହି ଅଘଟଣଟି ଦିଗପହଣ୍ଡି ସାଉଥକୋ ଅଫିସ ନିକଟରେ ହୋଇଥିବା ଜଣାପଡିଛି । ଅଫିସ ନିକଟରେ ଥିବା ଏକ ମଠର କାନ୍ଥକୁ ଧକ୍କା ଦେଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୋଟିଏ ବାଇକରେ ୨ଜଣ ଆସୁଥିବା ସୂଚନା ମିଳିଛି । ତେବେ୨ଜଣ ମୃତକ ହେଲେ ସ୍ଥାନୀୟ ନୂଆ ମଉଳାଭଞ୍ଜ ଗାଁର ।
https://onakhabar.com/2019/12/11/dead-64/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking