39.1 C
Bhubaneswar
Tuesday, April 23, 2024
Homeଓଡିଶାପୋଲ ତଳକୁ କାର ଖସିବାରୁ ୩ ମୃତ

ପୋଲ ତଳକୁ କାର ଖସିବାରୁ ୩ ମୃତ

ବାଲେଶ୍ୱର : ପୋଲି ତଳକୁ କାର ଖସିଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଅନ୍ତର୍ଗତ ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ, ଏକ କାରରେ ବାରିପଦାରୁ ୫ ଜଣ ଯୁବକ ଭୁବନେଶ୍ୱର ଯାଉଥିଲେ । କୌଣସି କାରଣବଶତଃ କାରଟି ନିଜର ନିୟନ୍ତ୍ରଣ ହରାଇବାରୁ ପୋଲ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୩ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଗୁରୁତର ହୋଇଥିବା ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତ ଓ ଗୁରୁତର ବାରିପଦା ଅଞ୍ଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking