ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୨ ଜଣଙ୍କ ଜୀବନ

ମୁମ୍ବାଇ: ଦ୍ରୁତ ଗତି ନେଇଗଲା ଜୀବନ। ପାର୍ଟି ଶେଷ କରିବା ପରେ ୫ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଜଣାନଥିଲା ଅଧାବାଟରେ ୨ଜଣଙ୍କ ଜୀବନ ଚାଲିଯିବ। ମଧ୍ୟରାତ୍ରିରେ ଗାଡ଼ିର ବେଗ ଅଧିକ ଥିବାରୁ ୫ଜଣ ସାଙ୍ଗ ଯାତ୍ରା କରୁଥିବା କାରଟି ଯାଇ ଏକ ଗଛରେ ପିଟି ହୋଇଥିଲା। ଏହା ଫଳରେ ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡ଼ି ପୂରା ଭାଙ୍ଗି ଚୁରମାର ହୋଇଥିବା ଭାଇରାଲ ଫଟୋରେ ଦେଖିବାକୁ … Continue reading ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୨ ଜଣଙ୍କ ଜୀବନ