ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌: ୨ ମୃତ, ୩ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଚାଲୁଥିବା ଓଭର ବ୍ରିଜ୍ କାର୍ଯ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ଶତାଧିକ ଶ୍ରମିକ ନିଜ ପରିବାର ଧରି ଏହି ନିର୍ମାଣାଧୀନ ପୋଲ ତଳେ କ୍ୟାମ୍ପ କରି ରହୁଥିଲେ । ଆଜି … Continue reading ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌: ୨ ମୃତ, ୩ ଗୁରୁତର