38.1 C
Bhubaneswar
Tuesday, April 23, 2024
Homeଓଡିଶାବସ୍ ମାଡ଼ିଯାଇ ଚାଲିଗଲା ୨ ଜୀବନ

ବସ୍ ମାଡ଼ିଯାଇ ଚାଲିଗଲା ୨ ଜୀବନ

ଚମ୍ପୁଆ : ବସ୍ ମାଡ଼ିଯାଇ ୨ ପଥଚାରୀ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝୀ ଜିଲ୍ଲାରେ । ଜାତୀୟ ରାଜପଥ ଲହଣ୍ଡା ଛକରେ ମାଡ଼ିଗଲା ଘରୋଇ ବସ୍ । ୨ ଜଣ ମୃତକ ହେଉଛନ୍ତି ଲହଣ୍ଡା ମୁଣ୍ଡା ସାହିର ଜେନା ମୁଣ୍ଡା ଓ ପରେମଶ୍ୱର ମୁଣ୍ଡା । ଏ ନେଇ ଗଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ବସ୍ ଚିମୁଳି ଫାଣ୍ଡିରେ ଅଟକ ଅଛି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଏଏସ୍‌ଆଇର ଚିଠି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking