ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ଆସିଛି ଏକ ଦୁଖଃଦ ଖବର। ଚାଷ କାମ ପାଇଁ ନିଜ ବିଲକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହେବା ସହ ଏକ ବଳଦର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଳି (ଖ ) ଗାଁରେ। ଗାଁର ଗମ୍ଭୀର ରଣା ଏବଂ ତାଙ୍କ ସ୍ତ୍ରୀ ନିଜ ବିଲକୁ ଧାନ ବୁଣିବାକୁ ଯାଉଥିବା ବେଳେ ଉଭୟଙ୍କୁ … Continue reading ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ