27.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁରବାପା ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ, ନାତୁଣୀ ମୃତ

ବାପା ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ, ନାତୁଣୀ ମୃତ

ଯାଜପୁର : ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ, ନାତୁଣୀ ମୃତ । ଏଭଳି ଅଭବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଯାହା ଫଳରେ ଝିଅ ନାତୁଣୀଙ୍କ ମୃତ୍ୟୁ ହୋଇଛି । ସ୍କୁଟିରେ ଫେରୁଥିବା ମା’-ଝିଅଙ୍କ ଉପରେ ଓଲଟିପଡ଼ିଲା ଟ୍ରକ । ଶୁଦ୍ଧିକ୍ରିୟା ସାରି ମହାକଳାପଡ଼ାରୁ ସୁକିନ୍ଦା ଫେରିଲା ବେଳେ ଏଭଳି ଦୁର୍ଘଟଣା ଘଟିଛି ।

ପ୍ରବଳ ବର୍ଷା ପରେ ଭୂସ୍ଖଳନ: ଚାଲିଗଲା ଗୋଟିଏ ପରିବାର ୪ ସଦସ୍ୟଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking