ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍

କେନ୍ଦ୍ରାପଡା: ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଚଢିଗଲା ଟ୍ରକ । କେନ୍ଦ୍ରାପଡ଼ା ୫୩ ନମ୍ବର ଯଦୁପୁର ଗୋଡା ନିକଟରେ ଦୁର୍ଘଟଣା । ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି । ଘଟଣା ସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ଗୁରୁତର । ଦୁର୍ଘଟଣା ପରେ ଟ୍ରକଟି ଫେରାର ଥିବା ବେଳେ ମାର୍ଶାଘାଇ ପୋଲିସ ପହଂଚି … Continue reading ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍