39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗବୋଲେରୋ ସହ ପିଟିହେଲା ଟ୍ରେଲର : ୧ମୃତ, ୪ ଗୁରୁତର

ବୋଲେରୋ ସହ ପିଟିହେଲା ଟ୍ରେଲର : ୧ମୃତ, ୪ ଗୁରୁତର

ପାରାଦ୍ୱୀପ : କଟକ-ପାରାଦୀପ ରାସ୍ତାର ଖଣ୍ଡତରି ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଛିଡା ହୋଇଥିବା ଟ୍ରେଲର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୪ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ୮ ବର୍ଷର ଶିଶୁ ପୁତ୍ର ବୋଲି ଜଣାପଡିଥିବା ବେଳେ ଗୁରୁତର ୪ ଜଣଙ୍କର ମଧ୍ୟରେ ପରିବାରର ୩ ସଦସ୍ୟ ଓ ଚାଳକ ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking