ଟ୍ରକ୍‌କୁ ପିଟିଲା ଟ୍ରକ୍: ହେଲପର ମୃତ

ବାଲୁଗାଁ: ବାଣପୁର ଥାନା ବେଲପଡ଼ା ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଟ୍ରେକ୍ ହେଲପରଙ୍କ ମୃତ୍ୟୁ ଘଟିଛି। ଏନ୍‌ଏଚ୍ ୧୬ ବାଣପୁର ଥାନା ବେଲପଡ଼ା ଛକଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ଅନ୍ୟ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଟ୍ରକ୍‌ରେ ଥିବା ହେଲପରଙ୍କ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭରଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଡ୍ରାଇଭରଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି … Continue reading ଟ୍ରକ୍‌କୁ ପିଟିଲା ଟ୍ରକ୍: ହେଲପର ମୃତ