କୋଇଡା ବିଡିଓଙ୍କ ଦୁର୍ବ୍ୟବହାର:ଗୃହରେ ଝଡ

ଭୁବନେଶ୍ୱର: କୋଇଡା ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ଗୃହରେ ଝଡ  । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା,ହଟ୍ଟଗୋଳ । କୋଇଡା ବିଡିଓଙ୍କ ବଦଳି ଦାବି ଉଠାଇଲେ ଲକ୍ଷ୍ମଣ ମୁଣ୍ଡା । ଲକ୍ଷ୍ମଣ ମୁଣ୍ଡାଙ୍କୁ ସମର୍ଥନ କରି କଂଗ୍ରେସ,ବିଜେପି ସଦସ୍ୟଙ୍କ ହୋହଲ୍ଲା । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ । ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ସରକାର ଗୁରୁତର ସହ ବିଚାର କରିଛନ୍ତି ମନ୍ତ୍ରୀ। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି … Continue reading କୋଇଡା ବିଡିଓଙ୍କ ଦୁର୍ବ୍ୟବହାର:ଗୃହରେ ଝଡ