26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିମାନରେ ଅଭିନେତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ବିମାନରେ ଅଭିନେତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ମୁମ୍ବାଇ  : ନୂଆଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଅଭିନେତ୍ରୀଙ୍କୁ ର୍ଦୁବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି । ଗାଜିଆବାଦର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛ ପୋଲିସ । ଖବର ମୁତାବକ ପୀଡିତା ଅଭିନତ୍ରୀ ପୋଲସ ଙ୍କ ନିକଟରେ ଅଭିଯୋଗ କରିଥିଲେ କି ସେ ଅକ୍ଟୋବର ୩ ତାରିଖରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଥିଲେ । ସେହି ସମୟରେ ସେ ଜଣେ ଯୁବକଙ୍କ ଦ୍ୱାରା ବିମାନ ଭିତରେ ର୍ଦୁବ୍ୟବହାରର ଶିକାର ହୋଇଥିଲେ ।

ସୂଚନା ଆନୁଯାୟୀ ଯାତ୍ରା କରୁଥିବା ବିମାନତ୍ରପତି ଶିବାଜୀ ମହାରାଜ ଇଣ୍‌ଂରନେସନାଲ ଟର୍ମିନାଲରେ ଓହ୍ଲାଇଥେôଲ । ଏହି ସମୟରେ ସେ ବ୍ୟାଗ ବାହାର କରିବା ପାଇଁ ଓଭରହେଡ ଷ୍ଟୋରେଜ ଖୋଲିବା ପାଇଁ ସିଟରୁ ଉଠିଥିଲେ । ଏହି ସମୟରେ ସେଠାରେ ବସିଥିବା ଗାଜିଆବାଦର ଜଣେ ବ୍ୟବସାୟୀ ତାଙ୍କ ସହ ର୍ଦୁବ୍ୟବହାର କରିଥିଲେ । ଏନେଇ ଅଭିନେତ୍ରୀ କେବିନ କ୍ରୁଙ୍କୁ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । କେବିନ କ୍ରୁ ଅଭିନେତ୍ରୀଙ୍କୁ ମେଲରେ ଅଭିଯୋଗ କରିବାକୁ କହିଥିଲେ । ଏହିପରେ ଅଭିନେତ୍ରୀ ବିମାନରୁ ଓହ୍ଲାଇ ଥାନାରେ ପହଂଚି ଅଭିଯୋଗ କରିଥିଲେ । ଏହିପରେ ନିତିନ ନାମକ ଜଣେ ବ୍ୟକ୍ତି ଙ୍କୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ର୍ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking