28.1 C
Bhubaneswar
Wednesday, April 24, 2024
Homeଅପରାଧଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା

ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା

ଭଦ୍ରକ: ସ୍ତ୍ରୀକୁ ଶ୍ୱାସରୁଦ୍ଧ କରି ତଣ୍ଟି କାଟି ହତ୍ୟା କଲା ସ୍ୱାମୀ । ଆଗରପଡା ହଜାରିସାହିରେ ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କଲା ରାକ୍ଷସ ସ୍ୱାମୀ । ରାତିରେ ମୁହଁରେ ତକିଆ ରଖି ଶ୍ୱାସରୁଦ୍ଧ କରିବା ପରେ ତଣ୍ଟି କାଟିଲା ସ୍ୱାମୀ । ଦମ୍ପତି ଜଣଙ୍କ ଦିଲ୍ଲୀରେ ରୁହନ୍ତି କିନ୍ତୁ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ ସ୍ୱାମୀ, ସ୍ତ୍ରୀ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ୱାମୀ ଆଉ ଏବେ ଥାନାରେ ଅଟକ ଅଛନ୍ତି ପୋଲିସ ।

ଆସନ୍ତା ମେ’ ୨୯ରୁ +୨ ନାମଲେଖା ପାଇଁ ଆବେଦନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking