ହାଇଟେକ୍ ଲାଇସେନ୍ସ ରଦ୍ଦ କର : ବିଜେପି

ଭୁବନେଶ୍ୱର : ହାଇଟେକ୍ ହସ୍ପିଟାଲରେ ଏସି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟଣା । ହାଇଟେକ୍‌ର ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି ମହିଳା ମୋର୍ଚ୍ଚା । ରଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ  ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ପ୍ରତିକ୍ରିୟା । ଦିଲୀପଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀର ଆତ୍ମହତ୍ୟା ପାଇଁ ମେଡିକାଲ ଦାୟୀ । ଏହା ଆତ୍ମହତ୍ୟା ନୁହେଁ, ହତ୍ୟାକାଣ୍ଡ । ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଭଳି ପରିସ୍ଥିତି ସୃଷ୍ଟି ପାଇଁ ମାମଲା ହେଉ । ରାଜ୍ୟ … Continue reading ହାଇଟେକ୍ ଲାଇସେନ୍ସ ରଦ୍ଦ କର : ବିଜେପି