36.7 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗଚାନ୍ଦିପୁରରେ 'ଅଭ୍ୟାସ' ଏୟାରକ୍ରାଫ୍ଟର ସଫଳ ପରୀକ୍ଷଣ

ଚାନ୍ଦିପୁରରେ ‘ଅଭ୍ୟାସ’ ଏୟାରକ୍ରାଫ୍ଟର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଚାନ୍ଦିପୁରରେ ଅଭ୍ୟାସ ଏୟାରକ୍ରାଫ୍ଟର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଦ୍ୱାରା ‘ଅଭ୍ୟାସ’ ଏୟାରକ୍ରାଫ୍ଟର ସଫଳ ପରୀକ୍ଷଣ କରାଯାଇଛି । ହାଇସ୍ପିଡ୍ ଏକ୍ସପାଣ୍ଡେବଲ୍ ଏରିଅଲ୍ ଟାର୍ଗେଟ ହେଉଛି ‘ଅଭ୍ୟାସ’ । ଅଭ୍ୟାସ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚପ୍ୟାଡ଼ରୁ ଏହି ଏୟାରକ୍ରାଫ୍ଟର ଉତକ୍ଷେପଣ ହୋଇଥିଲା । ସଫଳ ପରୀକ୍ଷଣ ପାଇଁ ଡ଼ିଆରଡ଼ିଓକୁ ଟ୍ୱିଟ ଯୋଗେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking