34.1 C
Bhubaneswar
Friday, March 29, 2024
Homeଓଡିଶାଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଅଭିଷେକ

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଅଭିଷେକ

ଭୁବନେଶ୍ୱର : ଇକମୋ ଚିକିତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କର ଆଜି ଦେହାନ୍ତ ହୋଇଛି । ଜୀବନ ଯୁଦ୍ଧରେ ସେ ସବୁଦିନ ପାଇଁ ହାରିଯାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି । ମାସାଧିକ କାଳ ହେଲା ଅଭିଷେକ କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଏୟାର ଆମ୍ବୁଲାନ୍ସ ଯୋଗେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା । ପତ୍ନୀ ନିବେଦନ ଅନୁସାରେ ଅନେକ ଲୋକ ଚିକିତ୍ସା ପାଇଁ ଦାନ କରିଥିଲେ । କୋଲକାତାରେ ଇକମୋ ମେସିନ ସାହାଯ୍ୟରେ ଅଭିଷେକଙ୍କ ଚିକିତ୍ସା ଚାଲିଥିଲା । ତେବେ ଭଦ୍ରକ ବାସୁଦେବପୁର ଅନ୍ତର୍ଗତ ମନ୍ଦାରୀ ଗାଁରେ ମୃତ ଅଭିଷେକ ମହାପାତ୍ରଙ୍କ ଘର । କରୋନାରେ ଆକ୍ରାନ୍ତ ପରେ ଗୁରୁତର ହୋଇପଡିଥିଲେ ଅଭିଷେକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking