38.1 C
Bhubaneswar
Tuesday, April 23, 2024
Homeକରୋନାକରୋନା ରୁ ସୁସ୍ଥ ହେଲେ ଅଭିଷେକ

କରୋନା ରୁ ସୁସ୍ଥ ହେଲେ ଅଭିଷେକ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନାରେ ଅଭିନେତା ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ମଧ୍ୟ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ କରୋନାରେ ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ୨୯ ଦିନ ପରେ ସେ ଆଜି କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ନିଜେ ଅଭିଷେକ ବଚ୍ଚନ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking