ଭୁବନେଶ୍ବର: ପରଲୋକରେ ଅଭିଜିତ୍ ମଜୁମଦାର । କଣ୍ଠଶିଳ୍ପୀ ଅଭିଜିତ୍ଙ୍କ ଦେହାନ୍ତ ହୋଇଛି । ଭୁବନଶ୍ବେର ଏମସ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ । ଗତକାଲିଠୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଭିଜିତ୍ଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ … Continue reading ପରଲୋକରେ ଅଭିଜିତ୍ ମଜୁମଦାର
Copy and paste this URL into your WordPress site to embed
Copy and paste this code into your site to embed