ଔଷଧ ବାଣ୍ଟିଲା ବେଳେ ଆଶା କର୍ମୀ ମୃତ

ଖୋର୍ଦ୍ଧା : କରୋନା ଯୋଦ୍ଧାଙ୍କର ମୃତ୍ୟୁ । ଔଷଧ ବିତରଣ ବେଳେ ଜଣେ ଆଶା କର୍ମୀଙ୍କର ମୃତ୍ୟୁ ହୋଇଛି। ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲା ବେଳେ ଟଳି ପଡ଼ିଥିଲେ । ଖୋର୍ଦ୍ଧା ମେଡ଼ିକାଲରେ ଆଶାକର୍ମୀଙ୍କୁ ମୃତ ଘୋଷଣା କରିଛନ୍ତି ଡ଼ାକ୍ତର । ଆଜି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୧୫୩୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୭୨ଜଣ ସୁସ୍ଥ ହୋଇଛନ୍ତି । ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩୯ଜଣ ବିଭିନ୍ନ କୋଭିଡ଼ … Continue reading ଔଷଧ ବାଣ୍ଟିଲା ବେଳେ ଆଶା କର୍ମୀ ମୃତ