ଆପ ନେତାଙ୍କୁ ବାନ୍ଧି ନେଇଗଲା ପୁଲିସ

ନୂଆଦିଲ୍ଲୀ: ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟି କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣନା ସହ ଫଳାଫଳ ମଧ୍ୟ ଘୋଷଣା କରାଯିବ ବୋଲି ସୂଚନା ରହିଛି। ଏହି କ୍ରମରେ ଆମ ଆଦମୀ ପାର୍ଟି ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ଅଳଙ୍କାର ବ୍ୟବସାୟୀ ତଥା ପାନୱାର ବାସିନ୍ଦା ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା। … Continue reading ଆପ ନେତାଙ୍କୁ ବାନ୍ଧି ନେଇଗଲା ପୁଲିସ