40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବଡ଼ଶାସନ ପୋଖରୀରେ ବୁଡି ଯୁବକ ମୃତ

ବଡ଼ଶାସନ ପୋଖରୀରେ ବୁଡି ଯୁବକ ମୃତ

କେନ୍ଦୁଝର : ଟାଉନ ଥାନା ଅନ୍ତର୍ଗତ ବଡ଼ଶାସନ ପୋଖରୀ ରେ ଘଟିଛି ଅଘଟଣ । ଉକ୍ତ ଶାସନର ଜଣେ ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ତାଙ୍କ ନାଁ କୁଲିଆ ପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ ଆଜି ଦିନରେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ । ଘରକୁ ଫେରିବା ସମୟରେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ପୋଖରୀରେ ଗାଧେଇବା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅପରାହ୍ନରେ ପୋଖରୀରେ ତାର ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଉଦ୍ଧାର କରାଯାଇଥିଲା । ଖବର ପାଇ ଟାଉନ ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking