ଯୌନଉତ୍ପୀଡ଼ନରେ ବାଧା ଦେବାରୁ ୧୭ ବର୍ଷୀୟ ବାଳିକାଙ୍କ ସହ ଏପରି କଲେ ଯୁବକ…

ଉତ୍ତର ପ୍ରଦେଶ : ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଜଣେ ଯୁବକ ଟ୍ରେନ୍‌ ଆଗକୁ ଫୋପାଡ଼ି ଦେବାରୁ ଜଣେ ୧୭ ବର୍ଷୀୟ ବାଳିକା‌ ଗୋଟିଏ ହାତ ଓ ଦୁଇଟି ଗୋଡ଼ ହରାଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା କଥା ମଧ୍ୟ ଡାକ୍ତରମାନେ କହିଛନ୍ତି। ପୁଲିସ କହିଛି, ମଙ୍ଗଳବାର ଦିନ ବରେଲି ନଗରୀର ସି. ବି. ଗଞ୍ଜ ଅଞ୍ଚଳରେ ଘଟିଥିବା ଏହି ଅଘଟଣରେ ଝିଅର ଏକାଧିକ ହାଡ଼ ଭାଙ୍ଗିଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି, … Continue reading ଯୌନଉତ୍ପୀଡ଼ନରେ ବାଧା ଦେବାରୁ ୧୭ ବର୍ଷୀୟ ବାଳିକାଙ୍କ ସହ ଏପରି କଲେ ଯୁବକ…