ଡ୍ରମ୍‌ ଭିତରୁ ମହିଳାଙ୍କ କଟା ଶବ ଉଦ୍ଧାର

ବେଙ୍ଗାଲୁରୁ: ରବିବାର ବେଙ୍ଗାଲୁରୁର ଆର୍‌କେ ପୁରମ୍‌ ଅଞ୍ଚଳରୁ ଜଣେ ୭୦ ବ‌ର୍ଷୀୟା ମହିଳାଙ୍କ କଟା ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ସୁଶୀଳାମ୍ମା ନାମ୍ନୀ ସେ ବୟସ୍କା ମହିଳା ଆର୍‌କେ ପୁରମ ନିକଟ ନିସର୍ଗ ଲେଆଉଟ୍‌ରେ ଗୋଟାଏ ଫ୍ଲାଟ୍‌ ଭଡ଼ା ନେଇ ତାଙ୍କ ଝିଅ ସହିତ ରହୁଥିଲେ। ତାଙ୍କୁ ହତ୍ୟା କରି ଶବକୁ ଖଣ୍ଡବିଖଣ୍ଡ କରି ଡ୍ରମ୍‌ ଭର୍ତ୍ତି କରାଯିବା ପରେ ସେ ଡ୍ରମ୍‌କୁ ଏକ ପରିତ୍ୟକ୍ତ ଘର ପାଖରେ ଥିବା ଖାଲି ପ୍ଲଟ୍‌ରେ ଫିଙ୍ଗିଦିଆଯାଇଛି। … Continue reading ଡ୍ରମ୍‌ ଭିତରୁ ମହିଳାଙ୍କ କଟା ଶବ ଉଦ୍ଧାର