ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସିପଡି ମହିଳା ଗୁରୁତର

କୋରେଇ : ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନ ଜଣେ ଯୁବତୀ ଟ୍ରେନ ରୁ ଗଳି ପଡି ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତର ଖାନାକୁ ସ୍ଥାନା ତରିତ ହୋଇଛନ୍ତି ! ସୂଚନା ଅନୁଯାୟୀ ଆଜି ଅପରାହ୍ନରେ କଟକ ଭଦ୍ରକ ପାସେଞ୍ଜର ଟ୍ରେନ ଜୈନିକା ମହିଳା କଟକ ଆଡେ ଯାଉଥିଲେ l ହଠାତ କୌଣସି କାରଣ ବସତ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ସେ ଟ୍ରେନ ରୁ ତଳକୁ ଖସି ପଡିଲେ ! ମହିଳା ଜଣଙ୍କ … Continue reading ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସିପଡି ମହିଳା ଗୁରୁତର