ଦେଶର ଏପରି ଏକ ଗାଁ, ଯେଉଁଠାରେ ଗତ ୩୯ ବର୍ଷ ଧରି ହୋଇନାହିଁ କୌଣସି ଅପରାଧ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅପରାଧ ମାମଲା ବଢ଼ି ଚାଲୁଥିବା ବେଳେ, ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଦେଶରେ ଏଭଳି ଏକ ଗାଁ’ ଅଛି ଯେଉଁଠାରେ, ଗତ ୩୯ ବର୍ଷ ଧରି ଗ୍ରାମବାସୀଙ୍କ ପକ୍ଷରୁ ପୋଲିସ୍‌ ଷ୍ଟେସନ୍‌ରେ କୌଣସି ମାମଲା ରୁଜୁ ହୋଇନାହିଁ। ଯଦି ଗାଁ’ରେ କିଛି ବିବାଦ ଦେଖାଦିଏ, ତେବେ ଗାଁ’ର ବୟୋଜ୍ୟେଷ୍ଠ ବ୍ୟକ୍ତି ପଞ୍ଚାୟତ ଡାକି ଆପୋସ ବୁଝାମଣାରେ ତାହାର ସମାଧାନ କରିଦିଅନ୍ତି। ଏହି ଗାଁଟି ହେଉଛି, ମଧ୍ୟପ୍ରଦେଶର … Continue reading ଦେଶର ଏପରି ଏକ ଗାଁ, ଯେଉଁଠାରେ ଗତ ୩୯ ବର୍ଷ ଧରି ହୋଇନାହିଁ କୌଣସି ଅପରାଧ