ଭାରତର ଏକ ନିଆରା ଗାଁ

ନୂଆଦିଲ୍ଲୀ: ଭାରତରେ ଏପରି ଅନେକ ରେଳ ଷ୍ଟେସନ କିମ୍ବା ସ୍ଥାନ ଅଛି ଯାହା ଦୁଇଟି ଭିନ୍ନ ରାଜ୍ୟର ଅଂଶ ଅଟେ । ଏହି ସ୍ଥାନଗୁଡିକର ଅଧା ଅଞ୍ଚଳ ଗୋଟିଏ ରାଜ୍ୟରେ ଥିବାବେଳେ ଅନ୍ୟ କିଛି ଅଞ୍ଚଳ ଅନ୍ୟ ରାଜ୍ୟରେ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଗାଁ ଅଛି ଯାହା ଭାରତ ବ୍ୟତୀତ ଅନ୍ୟ ଏକ ଦେଶର ମଧ୍ୟ ଅଂଶ ଅଟେ? ଯେଉଁ କାରଣରୁ ସେଠାରେ ବସବାସ କରୁଥିବା ଲୋକମାନଙ୍କର … Continue reading ଭାରତର ଏକ ନିଆରା ଗାଁ