ଟ୍ୟୁସନ ସାରି ଫେରୁଥିବାବେଳେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଡେରାସିଂହ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଛାତ୍ରୀ ଟ୍ୟୁସନ ସାରି ଫେରୁଥିବାବେଳେ ଟ୍ରକ ଚଢିଯାଇଛି  । ଫଳରେ ଛାତ୍ରୀଟିର ମୃତ୍ୟୁ ଘଟିଛି  । ମୃତକ ସେହି ଗାଁର ରାଧାନାଥ ସାହୁଙ୍କ ଝିଅ ପଦ୍ମିନୀ ସାହୁ ବୋଲି ଜଣାପଡିଛି  । ପଦ୍ମିନୀ ସ୍ଥାୟୀ ଡେରାସିଂହ ହାଇସ୍କୁଲରେ ନବମ ଶ୍ରେଣୀ ରେ ପାଠ ପଢନ୍ତି  । ଆଜି ସେ ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ ଏକ ମିନି ଟ୍ରକ୍ ତାଙ୍କୁ … Continue reading ଟ୍ୟୁସନ ସାରି ଫେରୁଥିବାବେଳେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍