ବାଙ୍କି: ସ୍କୁଲରେ ପଶି ଜଣେ ଛାତ୍ରଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ ଅଭିଯୋଗ । ଚର୍ଚ୍ଚିତ ଏଲ.ଆଇ.ଜି.ମି ସ୍ମୁଲର ୩ୟ ଶ୍ରେଣୀ ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ସୂଚନା । ଛାତ୍ର ଜଣକ ସାମାନ୍ୟ ଆହତ ହୋଇଛନ୍ତି, ଥାନାରେ ଅଭିଯୋଗ କଲେ ପ୍ରଧାନଶିକ୍ଷୟିତ୍ରୀ । ଛାତ୍ରଙ୍କୁ କିଏ କାହିଁକି ଆକ୍ରମଣ କରିଥିଲା ତାହା ଏବେ ଯାଏଁ ଜଣାପଡିନାହିଁ । ପୋଲିସ ତଦନ୍ତ ଚଳାଇଛି ।
ଦୁଇ ବର୍ଷ ପରେ ପାଳିତ ହେବ କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ, ପରେଡ୍ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ