27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗରେଷ୍ଟୁରାଣ୍ଟ ସିଲ କଲା ବିଏମସି

ରେଷ୍ଟୁରାଣ୍ଟ ସିଲ କଲା ବିଏମସି

ଭୁବନେଶ୍ୱର: ପୁରୀ ବାଇପାସ ରୋଡରେ ଥିବା ଏକ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳନ ହେଉଥିଲା । ଟ୍ରେଡ ଲାଇସେନ୍ସ ନଥାଇ ମଦ ପରିବେଷଣ ହେଉଥିବା ଅଭିଯୋଗ ପରେ ବିଏମସି ଏହାକୁ ସିଲ କରିଛି । ସେଠାରେ ଖୁଲମ ଖୁଲା କୋଭିଡ ନିୟମ ଉଲ୍ଲଂଘନ କରାଯାଇ ଜନ୍ମଦିନ ପାଳନ ହେଉଥିବା । ଯେଉଁଠି ଲୋକଙ୍କ ଗହଳି ରହିବ ନାହିଁ , ସାମାଜିକ ଦୂରତା ବଜାୟ ରହିବ, ହେଲେ ସେଠାରେ କିନ୍ତୁ ବହୁତ ସଂଖ୍ୟାରେ ଲୋକ ଗହଳି ହୋଇ ବସିକି ଖାଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାପରେ ସେଠାରେ ଥିବା ଉପସ୍ଥିତ ଲୋକ ସେଠାରୁ ଛୁ ମାରିଥିଲେ । ଉପସ୍ଥିତ ଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଖବର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking