୫୦ରୁ ଅଧିକ ଥର କାମୁଡ଼ି ୬ ମାସର ପୁଅକୁ ଦରମରା କଲେ ମୂଷା

ନୂଆଦିଲ୍ଲୀ: ଗତ ସପ୍ତାହରେ ଖଟିଆରେ ଶୋଇଥିବା ୬ ମାସର ପିଲାକୁ ମୂଷାମାନେ ୫୦ରୁ ଅଧିକ ଥର କାମୁଡ଼ି ଦରମରା କରି ଦେଇଥିବା କଥା ପୁଲିସଠାରୁ ସୂଚନା ସଂଗ୍ରହ କରି ‘ୟୁଏସ୍‌ଏ ଟୁଡେ’ ରିପୋର୍ଟ କରିଛି। ‘ୟୁଏସ୍‌ଏ ଟୁଡେ’ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୩ ତାରିଖ ଦିନ ଆମେରିକାର ଇଣ୍ଡିଆନାରେ ଉପରୋକ୍ତ ଘଟଣା ଘଟିଥିଲା। ୬ ମାସର ପୁଅ ଦେହ ସାରା ସାଙ୍ଘାତିକ କାମୁଡ଼ା କ୍ଷତ ହୋଇଥିବା କଥା ତା’ର ବାପାଙ୍କଠାରୁ ସୂଚନା ପାଇ ଇଭାନ୍‌ସ୍‌ଭାଇଲ୍‌ ପୁଲିସ ଘଟଣାସ୍ଥଳରେ … Continue reading ୫୦ରୁ ଅଧିକ ଥର କାମୁଡ଼ି ୬ ମାସର ପୁଅକୁ ଦରମରା କଲେ ମୂଷା