28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକୋଟିଏ ଟଙ୍କାର ପୁରସ୍କାର

କୋଟିଏ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ :ଭାରତୀୟ ବ୍ୟାଡମିଣ୍ଟନ ଟିମ ପାଇଁ ୧ କୋଟି ଟଙ୍କା ପୁରସ୍କାର । କୋଟିର ପୁରସ୍କାର ଘୋଷଣା କଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ । ଐତିହାସିକ ସଫଳତା ପରେ ପୁରସ୍କାର ରାଶି ଘୋଷଣା । ଥୋମାସ କପରେ ଭାରତକୁ ଐତିହାସିକ ଟାଇଟଲ୍ ।ଦୀର୍ଘ ୭୩ ବର୍ଷ ପରେ ଭାରତ ପ୍ରଥମ ଥର ଜିତିଲା ଥୋମାସ କପ୍ । ୧୪ ଥରର ଚାମ୍ପିଅନ ଇଣ୍ଡୋନେସିଆ କୁ ହରାଇଲା ଭାରତ । ଇଣ୍ଡୋନେସିଆକୁ ୩-୦ ରେ ହରାଇ ଭାରତ ଚାମ୍ପିଅନ । ଟାଇଟଲ ଜିତାଇଲେ ଲକ୍ଷୟ ସେନ୍ , ସାତ୍ତ୍ୱିକ ଚିରାଗ, କିଦାମ୍ବି ଶ୍ରୀକାନ୍ତ । ଭାରତୀୟ ଟିମ ୍ ବଧାଇ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking