ନ୍ୟୁଜିଲାଣ୍ଡ କେରମାଡେକ ଦ୍ୱୀପରେ ଶକ୍ତିଶାଳି ଭୂମିକମ୍ପ ଝଟକା
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର କେରମାଡେକ୍ ଦ୍ୱୀପରେ ଶକ୍ତିଶାଳି ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୭.୩ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ଆମେରିକା ଭୂ ବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ତର୍ଜତୀୟ ଗଣମାଧ୍ୟମ ରୟଟର୍ସର ରିପୋର୍ଟ ଅନୁସାରେ ଭୂମିକମ୍ପ ଗଭୀରତା ୧୦ କିମି ରହିଥିଲା। ଏତେ କମ୍ ଗଭୀରରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବାରୁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା ସୁନାମୀ ସିଷ୍ଟମ ଏହି ସତର୍କ ସୂଚନା ଜାରି କରିଛି। … Continue reading ନ୍ୟୁଜିଲାଣ୍ଡ କେରମାଡେକ ଦ୍ୱୀପରେ ଶକ୍ତିଶାଳି ଭୂମିକମ୍ପ ଝଟକା
Copy and paste this URL into your WordPress site to embed
Copy and paste this code into your site to embed