34.1 C
Bhubaneswar
Friday, March 29, 2024
Homeଓଡିଶାପୁରୀସମୁଦ୍ରରେ ବୁଡି ଜଣେ ନିଖୋଜ

ସମୁଦ୍ରରେ ବୁଡି ଜଣେ ନିଖୋଜ

ପୁରୀ : ଦିଗବାରିଣୀ ଖୁଣ୍ଟ ନିକଟରେ ସମୁଦ୍ରରେ ବୁଡି ଜଣେ ନିଖୋଜ । ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ହୋଇଥିବା ସୂଚନା ରହିଛି । ଦୁଇ ବନ୍ଧୁ ବୁଲିବାକୁ ଆସି ଗାଧୋଇବା ବେଳେ ବୁଡି ଯାଇଥିଲେ । ଅନ୍ୟ ଜଣେ ଯୁବକ ବିହାରର ସ୍ୱାଗତ ଚୈାଧୁରୀ ଉଦ୍ଧାର ହୋଇଛନ୍ତି ।

ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାଁ ନେଇ ଟଙ୍କା ମାଗୁଛି ସାଇବର ଠକ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking