ମହଙ୍ଗା ପଡ଼ିଲା ଏକତରଫା ପ୍ରେମ, ଅଙ୍ଗନବାଡି ଦିଦିଙ୍କୁ ପ୍ରେମ ନିବେଦନ କରି ଫସିଗଲେ ବିବାହିତ ଯୁବକ

କଟକ: ବିବାହିତ ଯୁବକଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ। ଅଙ୍ଗନବାଡି ଦିଦିଙ୍କୁ ପ୍ରେମ ନିବେଦନ କରି କାନ ଧରିବା ସହିତ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ଖାଇଲେ। ଘଟଣାଟି ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ। ପରେ ଅଙ୍ଗନବାଡ଼ିଙ୍କ ଦିଦିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ଜଗନ୍ନାଥ ସ୍ୱାଇଁ। ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ। ସୂଚନାନୁସାରେ, … Continue reading ମହଙ୍ଗା ପଡ଼ିଲା ଏକତରଫା ପ୍ରେମ, ଅଙ୍ଗନବାଡି ଦିଦିଙ୍କୁ ପ୍ରେମ ନିବେଦନ କରି ଫସିଗଲେ ବିବାହିତ ଯୁବକ