ହନିଟ୍ରାପ ସୁନ୍ଦରୀଙ୍କ ମାୟା ଜାଲରେ ଏକାଧିକ ବିଏସଏଫ୍ ଯବାନ୍
ପୁରୀ : ହନିଟ୍ରାପ୍ ସୁନ୍ଦରୀଙ୍କ ଜାଲରେ ପଡିଛନ୍ତି ବିଏସଏଫ୍ ଯବାନ୍ । ଜଣେ କି ଦୁଇ ଜଣ ନୁହେଁ। ଏକାଧିକ ଯବାନଙ୍କୁ ଚୁନ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଯୁବତୀ । ଟଙ୍କା ନେଇ ଥିବା ଯୁବତୀ ଜଣକ ବର୍ତ୍ତମାନ ଯବାନଙ୍କୁ ଧରାଛୁଆଁ ଦେଉ ନାହାଁନ୍ତି । ଫୋନ କଲେ ଧମକ ଦେଉଛନ୍ତି । ଏବଂ ମିଛ ମାମଲାରେ ଫସେଇବି ବୋଲି କହିଛନ୍ତି। ମାମଲା ଯାଇ ଏବେ ଥାନାରେ ପହଞ୍ଚିଛି । ନ୍ୟାୟ ସହ … Continue reading ହନିଟ୍ରାପ ସୁନ୍ଦରୀଙ୍କ ମାୟା ଜାଲରେ ଏକାଧିକ ବିଏସଏଫ୍ ଯବାନ୍
Copy and paste this URL into your WordPress site to embed
Copy and paste this code into your site to embed