22.1 C
Bhubaneswar
Friday, November 7, 2025
Homeଓଡିଶାଗାଧୋଇବାକୁ ଯାଇ ଭାସିଗଲେ ନାବାଳକ

ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ

ବାଲିଅନ୍ତା : ପୁରୀ ମେନ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମେନ କେନାଲରେ ଭାସିଗଲେ ୧୭ବର୍ଷୀୟ ନାବାଳକ । ନିଖୋଜ ଥିବା ନାବାଳକଙ୍କ ଘର ଝାରପଡା ଅଞ୍ଚଳରେ । ଗତକାଲି ୪ଜଣ ପିଲା ରଙ୍ଗବଜାର ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବାର ନାବାଳକ ନଦୀରେ ଭାସିଯାଇଥିଲେ । ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି।

କେଦାରନାଥରେ ସେଲଫି ନେଉଥିବା ବେଳେ ଖସିଲା ଯାତ୍ରୀଙ୍କ ଗୋଡ଼, ଆଉ ତା ପରେ…

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking