ବିରିୟାନି ପାଇଁ ନାବାଳକକୁ ୬୦ ଥର ଛୁରାମାଡ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ହଇଚଇ ସୃଷ୍ଟି କରିଛି। ବିରିୟାନି ପାଇଁ ଟଙ୍କା ମାଗି ଜଣେ ୧୬ ବର୍ଷୀୟ ନାବାଳକ ଆଉ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ୬୦ ଥର ଛୁରି ଭୁସି ହତ୍ୟା କରିଥିବା ଜଣାପଡିଛି। ଦିଲ୍ଲୀର ‘ୱେଲ୍‌‌କମ୍‌‌’ ଅଞ୍ଚଳରେ ଘଟିଥିବା ଏହି ଛାତିଥରା ଦୃଶ୍ୟ ସେଠାରେ ଥିବା ସିସିଟିଭରେ କଏଦ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ନାବାଳକ ଜଣଙ୍କ ଅନ୍ୟ ଜଣେ ନାବାଳକଙ୍କୁ ବିରିୟାନି ପାଇଁ ଟଙ୍କା … Continue reading ବିରିୟାନି ପାଇଁ ନାବାଳକକୁ ୬୦ ଥର ଛୁରାମାଡ