ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଭଞ୍ଜନଗର: ଗାଁ ପୋଖରୀରେ ବୁଡି ନାବାଳକର ମୃତ୍ୟୁ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁ ପୋଖରୀରେ ବୁଡି ୫ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ସ୍ଥାନୀୟ ହରିଜନ ସାହିର ବାଦଲ ନାୟକ । ସ୍କୁଲରୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବାଦଲ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଁ ପୋଖରୀରୁ ଉଦ୍ଧାର କରିଥିଲେ । ପ୍ରଥମେ ସୂର୍ଯ୍ୟନଗର … Continue reading ପୋଖରୀରେ ବୁଡି ନାବାଳକର ମୃତ୍ୟୁ