38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଘର ବାହାରେ କୁକୁର ସହ ବ୍ୟକ୍ତି କଲା ଏପରି କାମ .....

ଘର ବାହାରେ କୁକୁର ସହ ବ୍ୟକ୍ତି କଲା ଏପରି କାମ …..

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜବଲପୁର ଠାରେ ଏକ ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା ସାମନାକୁ ଆସିଛି । ଯେଉଁଠି ଏକ ୫୪ ବର୍ଷିୟ ବିକୃତ ମାନସିକ ଓ ଘୃଣ୍ୟ ବ୍ୟକ୍ତି କିପରି ଗୋଟିଏ ନିରୀହ ପଶୁର ଯୌନ ଶୋଷଣ କରିବାକୁ ପଛାଉ ନାହିଁ । ଏକ କୁକୁର ସହ ବାରମ୍ବାର ବଳାତ୍କାର କରିବା ପରେ ସେହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲା । ଘଟଣାଟିର ଭିଡ଼ିଓ ଭାଇରାଲ ହେବା ପରେ ବ୍ୟକ୍ତିକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ଓ ପରେ ଜେଲ ପଠାଇ ଦିଆ ଯାଇଛି ।

ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଧାରା ୩୭୭ ଏବଂ ପଶୁ କ୍ରୁରତା ଅଧୀନିୟମ ଅନୂଯାୟୀ ମାମଲା ରୁଜୁ କରିଛି । ଅଭିଯୁକ୍ତ ଜଣକୁ ଥାନାକୁ ଡ଼କାଯାଇ ପଚରା ଉଚରା କରିବା ପରେ ଲଜ୍ଜ୍ୟାରେ ଯୁବକ ଜଣକ ନିଜ ଦୋଷ ସ୍ୱୀକାର କରିଛି ।

ଗିରଫ ହେବା ପରେ ପୋଲିସ ଯୁବକ ଜଣଙ୍କୁ କୋର୍ଟ ପଠାଇ ଦେଇଛି । ଏହି ଘଟଣା ପୁରା ଜବଲପୁର ସହରକୁ ଚକିତ କରିଦେଇଛି । କାରଣ କେବଳ ଶିଶୁ ଓ ମହିଳା ନୁହଁ ସେମାନଙ୍କ ସହିତ ଏବେ ନିରୀହ ପଶୁ ମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking