ରିମାଣ୍ଡରେ ବହୁତ ତଥ୍ୟ ମିଳିଛି: ଡିଏସ୍‌ପି

ବଲାଙ୍ଗିର: ବଲାଙ୍ଗିର ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଜୋର ଧରିଛି । କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ରିମାଣ୍ଡରୁ ବହୁତ ତଥ୍ୟ ମିଳିଛି କହିଲେ କ୍ରାଇମବ୍ରାଞ୍ଚ ଡିଏସପି । ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା