ଚିକିଟି ବିଷାକ୍ତ ମଦ, ଆଉ ଜଣଙ୍କର ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । ତେବେ ମୃତ ସଂଖ୍ୟା ୨ରେ ପହଞ୍ଚିଛି । ସୂଚନା ଯୋଗ୍ୟ ଯେ, ମର ଶରୀରକୁ ରାସ୍ତାରେ ରଖି ଗାଁ ଲୋକଙ୍କ ପ୍ରତିବାଦ। ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଗୁରୁତର ଭାବେ ଚିକିତ୍ସିତ ଯୁର ବେହେରାଙ୍କ ଆଜି ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଅସୁସ୍ଥଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଚିକିଟି ଜେନାପୁର … Continue reading ଚିକିଟି ବିଷାକ୍ତ ମଦ, ଆଉ ଜଣଙ୍କର ମୃତ୍ୟୁ