ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁ

ବ୍ୟୁରୋ : ମହାକାଶରେ ଆଉ ଏକ ଏଭଳି ଘଟଣା ଘଟିଛି ଯାହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ମାଉଣ୍ଟ ଏଭରେଷ୍ଟଠାରୁ ତିନି ଗୁଣ ବଡ଼ ଏକ ଧୂମକେତୁ ଚାରି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ହୋଇ ଏବେ ପୃଥିବୀ ଆଡକୁ ଗତି କରୁଛି ବୋଲିି କହିଛନ୍ତି ବ୍ରିଟିଶ୍ ଆଷ୍ଟ୍ରୋନୋମିକାଲ୍ ଆସୋସିଏସନର ବୈଜ୍ଞାନିକ ।‘୧୨ପି’ ଉପରେ ନିରନ୍ତର ଦୃଷ୍ଟି ରଖିଥିବା ‘ବ୍ରିଟିସ୍‌ ଆଷ୍ଟ୍ରୋନମିକାଲ୍‌ ଆସୋସିଏସନ୍‌’ (ବିବିଏ) କହିଛି ଯେ, ଦ୍ବିତୀୟ ଥର ଉଦ୍‌ଗୀରଣ ହେବା … Continue reading ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁ