ରାତି ସାରା ଝରକା ରେଲିଂରେ କୁନି ଝିଅ

କେନ୍ଦୁଝର : ଝରକା ରେଲିଂରେ ସାରା ରାତି  ଲଟକି ରହିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ । ଝରକା ରେଲିଂକୁ ବଙ୍କା କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ବାହାରିପାରିଲେନି ଛାତ୍ରୀ । ରେଲିଂ ଭିତରେ ମୁଣ୍ଡ ଅଟକ ଯାଇଥିଲା । ଶରୀରର  ବାହାର ଆଡକୁ ରହିଥଲା । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଯାଇଥିଲା ।  ସୂଚନା ଅନୁଯାୟୀ ଗତକାଲି ସ୍କୁଲ ଛୁଟି ହେବା ପରେ ତାଲା ପକାଇ ପଳାଇଥିଲେ ବିଦ୍ୟାଳୟ କର୍ତ୍ତୁପକ୍ଷ … Continue reading ରାତି ସାରା ଝରକା ରେଲିଂରେ କୁନି ଝିଅ