ନୂଆଦିଲ୍ଲୀ : ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ି ରହିଥିଲେ ନାବାଳିକା । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଆଣିଥିଲେ ଜଣେ ମହିଳା ଡାକ୍ତର । ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । ହେଲେ ଘରକୁ ଫେରି ଜାଣିଲେ , ତାଙ୍କ ହାତରେ ହିଁ ଜୀବନ ହାରିଥିବା ଝିଅଟି ଆଉ କେହି ନୁହେଁ, ତାଙ୍କ ୧୭ ବର୍ଷୀୟ ଝିଅ । ନଭେମ୍ବର ୧୫ ତାରିଖ ଦିନ ଆଲବର୍ଟା … Continue reading ମା’ କୋଳରେ ଜୀବନ ହାରିଲା ଝିଅ
Copy and paste this URL into your WordPress site to embed
Copy and paste this code into your site to embed