ମେଡିକାଲରେ ଲାଗିଲା ନିଆଁ

ଭୁବନେଶ୍ୱର: ଆନନ୍ଦପୁର ମେଡିକାଲ ପରିସର ବ୍ଲଡ ବ୍ୟାଙ୍କରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ବ୍ୟାଙ୍କରେ ଅଗ୍ନକାଣ୍ଡ ଘଟିଥିବା ସୂଚନା । ନିଆଁକୁ ଆୟତ୍ତ କଲେ ମେଡିକାଲ କର୍ମଚାରୀ ।ମେଡିକାଲରେ ରୋଗୀ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ