29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ

ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦାୟିତ୍ଵରେ ଥିବା ତହସିଲଦାର ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଯୋରିମାନା ଆଦାୟ କରିଛନ୍ତି । ଖବର ଅନୁଯାୟୀ ଏହି ହାଇଓ୍ବା ଆନନ୍ଦପୁର ବୈତରଣୀ ନଦୀରୁ ବାଲି ବୋଝେଇ କରି ହରିଚନ୍ଦନପୁର ଜଙ୍ଘିରା ଅଞ୍ଚଳରେ ବିକ୍ରି କରିଥାନ୍ତି । ବାଲି ବୋଝେଇ କରି ଆସୁଥିବା ସମୟରେ ହରିଚନ୍ଦନପୁର ଗାନ୍ଧିଛକ ନିକଟରେ ତହସିଲଙ୍କ ନଜର ପଡ଼ିଥିଲା । ଉକ୍ତ ଗାଡ଼ିରୁ ଯୋରିମାନା ଆଦାୟ କରିବା ସହ ଗାଡିଗୁଡିକର କାଗଜପତ୍ର ଯାଞ୍ଚ ନିମନ୍ତେ ହରିଚନ୍ଦନପୁର ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking