ରାଣୀ ଏଲିଜାବେଥ୍‌ଙ୍କ ଦୁଇ ନାତିଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ : ପ୍ରିନ୍ସ ହ୍ୟାରି ନିଜ ଆତ୍ମଜୀବନୀ ପୁସ୍ତକ ‘ସ୍ପେୟର’ରେ ବ୍ୟକ୍ତିଗତ ଜୀବନର ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ଏହି ପୁସ୍ତକ ୧୦ ଜାନୁଆରୀରେ ପ୍ରକାଶିତ ହେବାକୁ ଯାଉଛି। ହ୍ୟାରି ନିଜ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗଗୁଡିକ ମଧ୍ୟରେ ଏମିତି ଏକ ଅଭିଯୋଗ ରହିଛି, ଯାହାକି ରୟାଲ ପରିବାରରେ ଆଲୋଡ଼ନ ସୃଷ୍ଟି କରିଛି। ବାସ୍ତବରେ, ପ୍ରିନ୍ସ ହ୍ୟାରି ନିଜ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ … Continue reading ରାଣୀ ଏଲିଜାବେଥ୍‌ଙ୍କ ଦୁଇ ନାତିଙ୍କ ମଧ୍ୟରେ ହାତାହାତି