ଜଗତସିଂହପୁର : ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର । ଗୁରୁତର ଭାବେ ଏସ୍ସିବି ସ୍ଥାନାନ୍ତର ବେଳେ ମୃତ ଘୋଷଣା କଲେ ଡାକ୍ତର । ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାର୍ଡମେମ୍ବର ସରସ୍ୱତୀ ସେଠୀ । ଆଜି ସକାଳେ ନିଆଁ ଲାଗି ୩ ବଖରା ଘର ସହ ଜଳି ଯାଇଥିଲେ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।