30.1 C
Bhubaneswar
Sunday, July 3, 2022
Homeଓଡିଶାଘର ସହ ଜଳିଗଲେ ମହିଳା ୱାର୍ଡମେମ୍ବର

ଘର ସହ ଜଳିଗଲେ ମହିଳା ୱାର୍ଡମେମ୍ବର

ଜଗତସିଂହପୁର : ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର । ଗୁରୁତର ଭାବେ ଏସ୍‌ସିବି ସ୍ଥାନାନ୍ତର ବେଳେ ମୃତ ଘୋଷଣା କଲେ ଡାକ୍ତର । ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାର୍ଡମେମ୍ବର ସରସ୍ୱତୀ ସେଠୀ । ଆଜି ସକାଳେ ନିଆଁ ଲାଗି ୩ ବଖରା ଘର ସହ ଜଳି ଯାଇଥିଲେ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking