29.1 C
Bhubaneswar
Thursday, April 25, 2024
Homeଓଡିଶାଘର ସହ ଜୀଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର

ଘର ସହ ଜୀଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର

ଜଗତସିଂହପୁର: ଘର ସହ ଜୀଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର । ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାର୍ଡମେମ୍ବର ସରସ୍ୱତୀ ସେଠୀ ଘର ସହ ଜଳି ଯାଇଥିବା ସୂଚନା ମିଳିଛି । ୱାର୍ଡମେମ୍ବର ସରସ୍ୱତୀ ସେଠୀ ଘରେ ଜଳି ଯାଉଥିବାବେଳେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା । ଗୁରୁତର ହୋଇପଡ଼ିଥିବା ସରସ୍ୱତୀଙ୍କୁ ଚିକିତ୍ସା ପାଇଁ ଏସଏସବି ସ୍ଥାନାନ୍ତର ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସକାଳେ ନିଆଁ ଲାଗି ୩ ବଖର ଘର ସହ ଜଳିଯାଇଥିଲେ ସରସ୍ୱତୀ ସେଠୀ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ବୋଲେରୋ ଦୁର୍ଘଟଣାରେ ୧୧ ବର୍ଷର ପୁଅର ଚାଲିଗଲା ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking