ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ: ଜୋତପୁର ସ୍ଥିତ କାଳିନ୍ଦୀକୁଞ୍ଜ ଅଞ୍ଚଳର ନୀମା ହସ୍ପିଟାଲରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ହସ୍ପିଟାଲ ଭିତରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଡାକ୍ତର ଜଣଙ୍କ ହେଲେ ଯାବେଦ ହୋଇଥିବା ବେଳେ କାହିଁକି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଆହତ ଅବସ୍ଥାରେ ଦୁଇ ଜଣ ଦୁର୍ବୃତ୍ତ ମେଡିକାଲକୁ ଆସିଥିଲେ। ଏହା ପରେ ଡ୍ରେସିଂ କରି ଡାକ୍ତରଙ୍କୁ ଭେଟିବାକୁ କହି କ୍ୟାବିନକୁ ଯାଇଥିଲେ। ସେଠାରେ ୨ଜଣ ଯୁବକ ଡାକ୍ତରଙ୍କୁ ଗୁଳି … Continue reading ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା
Copy and paste this URL into your WordPress site to embed
Copy and paste this code into your site to embed